ସ୍ୱପକ୍ଷୀୟ Swa pakshīya

  • ସଂ. ବିଣ. ପୁଂ. (ସ୍ୱପକ୍ଷ+ସମ୍ବନ୍ଧାର୍ଥେ ଈୟ) — ନିଜର ଦଳ ସମ୍ବନ୍ଧୀୟ — Relating to one's party
  • ସଂ. ବିଣ. ପୁଂ. (ସ୍ୱପକ୍ଷ+ସମ୍ବନ୍ଧାର୍ଥେ ଈୟ) — ନିଜର ଦଳଭୁକ୍ତ — Belonging to one's party