ସ୍ୱନାମା Swanāmā

  • ସଂ. ବିଣ. ପୁଂ.—(ସ୍ୱ+ନାମନ୍ ଅଛି ଯାହାର; ବହୁବ୍ରୀହି; 1 ମା. 1 ବ) — ସ୍ୱନାମଧନ୍ଯ (ଦେଖ) — Swanāmadhanya (See)
  • ସଂ. ବିଣ. ପୁଂ.—(ସ୍ୱ+ନାମନ୍ ଅଛି ଯାହାର; ବହୁବ୍ରୀହି; 1 ମା. 1 ବ) — [ଉ—ସ୍ୱନାମା ପୁରୁଷୋ ଧନ୍ଯଃ। —ଶ୍ଳୋକାଂଶ।]