ସ୍ୱପନ Swapana

  • ସଂ. ବି—(ସ୍ୱପ୍ ଧାତୁ+ଭାବ ଅନ) — ନିଦ୍ରା — Sleep
  • ସଂ. ବି—(ସ୍ୱପ୍ ଧାତୁ+ଭାବ ଅନ) — ସ୍ୱପ୍ନ — Dream
  • ସଂ. ବି—(ସ୍ୱପ୍ ଧାତୁ+ଭାବ ଅନ) — [ଉ—କାହିଁ ସେହି କାହିଁ ମୁହିଁ ଅକିଞ୍ଚନ। ଦେଖୁଥିଲି ସିନା ଜାଗ୍ରତ ସ୍ୱପନ—ରାଧାନାଥ, ଚିଲିକା।]
  • ସଂ. ବି—(ସ୍ୱପ୍ ଧାତୁ+ଭାବ ଅନ) — ସୁନୁସୁନିଆ ଶାଗ (ହରେକୃଷ୍ଣ ଦ୍ରବ୍ଯଗୁଣ) — Marsila Quadrifolia (pot-herb)