ସ୍ୱନାମୀ Swanāmī
- ଦେ. ବିଣ. (କଚିରିଆ) (ସଂ. ସୁ+ନାମୀୟ) — ନିଜର ନାମରେ କ୍ରୀତ ହୋଇଥିବା (ସମ୍ପତ୍ତି) — (Property) Purchased openly in one's own name and not 'benāmee' in the name of another)
- ଦେ. ବିଣ. (କଚିରିଆ) (ସଂ. ସୁ+ନାମୀୟ) — ନିଜର ନାମରେ ବା ନିଜର ସ୍ୱାକ୍ଷରରେ ପ୍ରକାଶିତ (ପତ୍ରାଦି) — (letters) Published with the writer's name attached thereto