ସୌମିକୀ Sa̲u̲mikī

  • ସଂ. ବି — ଦୀକ୍ଷଣୀୟ ଇଷ୍ଟି (ହେମଚନ୍ଦ୍ର); ଯାଗବିଶେଷ — A kind of vedic sacrifice
  • ସଂ. ବି — ଯଜ୍ଞାର୍ଥ ସୋମରସ ଚୁପୁଡ଼ିବା କର୍ମ (ହି. ଶ) — The pressing of the Soma juice for vedic sacrifice