ସୌମନା Sa̲u̲manā

  • ସଂ. ବି — (ନାମ) ଉଦୟାଚଳର ଗୋଟିଏ ଶୃଙ୍ଗର ନାମ — Name of a peak of the mythological Udayagiri mountain
  • ସଂ. ବି — [ଦ୍ର— ପୂର୍ବେ ବିଷ୍ଣୁ ତ୍ରୈଲୋକ୍ୟ ଆକ୍ରମଣ କାଳରେ ଗୋଟିଏ ପଦ ଏହି ଶୃଙ୍ଗରେ ଓ ଅନ୍ଯ ପଦଟି ସୁମେରୁ ଶୃଙ୍ଗରେ ରଖି ଠିଆ ହୋଇଥିଲେ।]
  • ସଂ. ବି — ଫୁଲ (ହି. ଶ) — Flower
  • ସଂ. ବି — କଳିକା (ହି. ଶ) — Bud
  • ସଂ. ବି — ଦିବ୍ୟାସ୍ତ୍ରବିଶେଷ (ହି. ଶ) — Name of divine weapon