ସୌମନସା Sa̲u̲manasā

  • ସଂ. ବି. (ସୁମନସ୍+ଆ) — ଜାତିପତ୍ରୀ; ଜାଇ (ରାଜନିର୍ଘଣ୍ଟ) — Mace (Spice)
  • ସଂ. ବି. (ସୁମନସ୍+ଆ) — ରାମାୟଣ ବର୍ଣ୍ଣିତ ନଦୀବିଶେଷ (ହି. ଶ) — Name of a river mentioned in the Rāmāyaṇa