ସୌଭ୍ରାତ୍ର Sa̲u̲bhrātra

  • ସଂ. ବି. (ସୁଭ୍ରାତୃ+ଭାବ. ଅ) — ସୁଭ୍ରାତୃତ୍ୱ; ଭ୍ରାତାମାନଙ୍କ ମଧ୍ୟରେ ପରସ୍ପର ପ୍ରୀତି — Brotherly feeling; mutual attachment amongst brothers; good brotherhood; fraternity (Apte)