ସୌମ୍ୟ Sa̲u̲mya
- ସଂ. ବି. (ସୋମ+ଯ) — ବୁଧଗ୍ରହ; ଚନ୍ଦ୍ର ପୁତ୍ର (ଅମର) — The planet Mercury
- ସଂ. ବି. (ସୋମ+ଯ) — ବିପ୍ର; ବ୍ରାହ୍ମଣ (ଶବ୍ଦମାଳା) — Brahman
- ସଂ. ବି. (ସୋମ+ଯ) — [ଦ୍ର—ଏ ଶବ୍ଦଦ୍ୱାରା ବ୍ରାହ୍ମଣଙ୍କୁ ସମ୍ବୋଧନ କରାଯାଏ।]
- ସଂ. ବି. (ସୋମ+ଯ) — ସୋମ ଯଜ୍ଞ — The Soma sacrifice
- ସଂ. ବି. (ସୋମ+ଯ) — ଊଦୁମ୍ବର ବୃକ୍ଷ (ରାଜନିର୍ଘଣ୍ଟ) — A sort of fig
- ସଂ. ବି. (ସୋମ+ଯ) — ବୃକ୍ଷ, କର୍କଟ, କନ୍ଯା, ବୃଶ୍ଚିକ, ମକର ଓ ମୀନରାଶିଗଣ (ଜ୍ୟୋତିସ୍ତତ୍ୱ) — (ହି. ଶ) — Six particular signs of the Zodiac
- ସଂ. ବି. (ସୋମ+ଯ) — ଯଜ୍ଞର ଯୂପକାଷ୍ଠର ନିମ୍ନରେ 15 ଅରତ୍ନି ପରିମିତ ଭୂଖଣ୍ଡ — ଯଜ୍ଞର ଯୂପକାଷ୍ଠର ନିମ୍ନରେ15ଅରତ୍ନି ପରିମିତ ଭୂଖଣ୍ଡ—. A given area of land under the j̄ūpa pillar of a sacrifice
- ସଂ. ବି. (ସୋମ+ଯ) — ସୌମକୃଚ୍ଛ୍ର, ବ୍ରତ (ଦେଖ) — Sa̲u̲mya kṛuchchhra brata (See)
- ସଂ. ବି. (ସୋମ+ଯ) — (ସଂ. ରେ ବହୁ— ବଚନରେ 'ସୌମ୍ୟାଃ'ରୂପେ ବ୍ଯବହୃତ) ଇଲ୍ୱଳା, କାଳ— ପୁରୁଷର ଶିରୋଦେଶରେ ଅବସ୍ଥିତ 5 ଗୋଟି ତାରାଙ୍କ ଏକତ୍ର ନାମ (ବିଶ୍ୱ, ହେମଚନ୍ଦ୍ର); ମୃଗଶିରା ନକ୍ଷତ୍ର (ହି. ଶ) — (ସଂ. ରେ ବହୁ— ବଚନରେ 'ସୌମ୍ୟାଃ'ରୂପେ ବ୍ଯବହୃତ) ଇଲ୍ୱଳା, କାଳ— ପୁରୁଷର ଶିରୋଦେଶରେ ଅବସ୍ଥିତ5ଗୋଟି ତାରାଙ୍କ ଏକତ୍ର ନାମ (ବିଶ୍ୱ, ହେମଚନ୍ଦ୍ର); ମୃଗଶିରା ନକ୍ଷତ୍ର (ହି. ଶ)—. A name given to the 5 stars (in plural) situate on the top of the Orion constellation; the Orion's head
- ସଂ. ବି. (ସୋମ+ଯ) — ଭକ୍ତ; ଉପାସକ (ହି. ଶ) — Worshipper; devotee
- ସଂ. ବି. (ସୋମ+ଯ) — ବାମ ହସ୍ତ (ହି. ଶ) — The left hand
- ସଂ. ବି. (ସୋମ+ଯ) — (ଆୟୁର୍ବେଦ) ରକ୍ତବର୍ଣ୍ଣରେ ପରିଣତ ହେବା ପୂର୍ବରୁ ରକ୍ତର ଅବସ୍ଥା; ରସ (ହି. ଶ) — Serum