ସୌମିତ୍ର Sa̲u̲mitra

  • ସଂ. ବି. ପୁଂ. (ସୁମିତ୍ରା=ଦଶରଥପତ୍ନୀ+ଅପତ୍ୟାର୍ଥେ ଅ; +ଇ) — ରାମାନୁଜ; ଲକ୍ଷ୍ମଣ — Lakshmaṇa
  • ସଂ. ବି. ପୁଂ. (ସୁମିତ୍ରା=ଦଶରଥପତ୍ନୀ+ଅପତ୍ୟାର୍ଥେ ଅ; +ଇ) — [ଦ୍ର—ଅଗ୍ରଜ ଆଜ୍ଞାବହ ସୌମିତ୍ରି ରଥୀ—ମଧୁସୂଦନ, ସୀତାବନବାସ।]
  • ସଂ. ବି. ପୁଂ. (ସୁମିତ୍ରା=ଦଶରଥପତ୍ନୀ+ଅପତ୍ୟାର୍ଥେ ଅ; +ଇ) — ଶତ୍ରୁଘ୍ନ — Ṡatrughna