ସେବିବା Sebibā
- ଦେ. କ୍ରି (ସଂ. ସେବଧାତୁ) (ପଦ୍ଯ) — ସେବା କରିବା; ଖଟିବା — To serve
- ଦେ. କ୍ରି (ସଂ. ସେବଧାତୁ) (ପଦ୍ଯ) — [ଉ—ନୋହିଲେ ଅବା ଆନ ନୃପଙ୍କୁ ସେବିବ। କୃଷ୍ଣସିଂହ, ମହାଭାରତ, ବନ।]
- ଦେ. କ୍ରି (ସଂ. ସେବଧାତୁ) (ପଦ୍ଯ) — (ତୀର୍ଥାଦିକୁ) ଯିବା — To go to; to frequent
- ଦେ. କ୍ରି (ସଂ. ସେବଧାତୁ) (ପଦ୍ଯ) — (ଉ—ନାନା ତୀର୍ଥ ସେବି, ଶୂରେ ଆସିଣ ମିଳିଲେ। ରାଧାନାଥ, ମହାଯାତ୍ରା।)