ସେବୀ Sebī
- ସଂ. ବିଣ. ପୁଂ (ସେବିନ୍ ଶବ୍ଦ; ସେବ୍ ଧାତୁ+କର୍ତ୍ତୃ. ଇନ୍; 1 ମା 1 ବ) — ଯେ ସେବା କରେ; ସେବକ (ଦେଖ) — One who enjoys or partakes of a thing
- ସଂ. ବିଣ. ପୁଂ (ସେବିନ୍ ଶବ୍ଦ; ସେବ୍ ଧାତୁ+କର୍ତ୍ତୃ. ଇନ୍; 1 ମା 1 ବ) — [ଦ୍ର—ଏହା ଅନ୍ଯ ଶବ୍ଦ ସହିତ ସମାସରେ ଯୁକ୍ତ ହୁଏ। ଯଥା—ଅହିଫେନସେବୀ, ମାଦକସେବୀ ଇତ୍ୟାଦି।]