ସେବିତବ୍ୟ Sebitabya

  • ସଂ. ବିଣ. ପୁଂ — (ସେବ ଧାତୁ+କର୍ମ. ତବ୍ୟା)—ସେବିତ ହେବା ଯୋଗ୍ୟା — Fit to be served tended worshipped etc
  • ସଂ. ବିଣ. ପୁଂ — (ସିବ ଧାତୁ+ କର୍ମ. ତବ୍ୟ) ସିଲାଇ କରାଯିବା ଯୋଗ୍ୟ (ହି. ଶ) — Fit to be sewn