ସେବିତା Sebitā

  • ସଂ. ବିଣ — (ସ୍ତ୍ରୀ) (ସେବିତ+ଆ)—ସେବିତର ସ୍ତ୍ରୀଲିଙ୍ଗ — Feminine of Sebita
  • ସଂ. ବିଣ — (ପୁଂ) (ସେବ ଧାତୁ+କର୍ତ୍ତୃ ତୃ; 1 ମା 1 ବ)—ସେବାକାରୀ — (ପୁଂ) (ସେବ ଧାତୁ+କର୍ତ୍ତୃ ତୃ;1ମା1ବ)—ସେବାକାରୀ— Performing service etc
  • ସଂ. ବି — (ପୁଂ) ସେବକ (ଦେଖ) — Sebaka (See)
  • ସଂ. ବି — (କ୍ଳୀ) (ସେବିନ୍+ଭାବ ତା)—ସେବକର କର୍ମ — Servitude