ସେଟଲ୍ Seṭal
- ବୈଦେ. ବିଣ (ଇଂ. ସେଟ୍ କ୍ରିୟାରୁ ଉତ୍ପନ୍ନ; ବିଣ ସେଟ୍ଲ୍ଡ) — ଚୁକ୍ତିଦ୍ୱାରା ସ୍ଥିରୀକୃତ; ନିର୍ଦ୍ଧାରିତ — Settled by contract
- ବି (ଇଂ ସେଟ୍ଳମେଣ୍ଟ୍) — ଚୁକ୍ତି— ମତେ ସ୍ଥିରୀକରଣ — Settling of a contract
- ବି (ଇଂ ସେଟ୍ଳମେଣ୍ଟ୍) — କୌଣସି ବିଷୟର ଶେଷ ମୀମାଂସା — Final settlement of a matter