ସେଟର୍ Seṭar

  • ବୈଦେ. ବି (ଇଂ) — ଏକପ୍ରକାର ବିଲାତି କୁକୁର — Setter, a kind of dog
  • ବୈଦେ. ବି (ଇଂ) — [ଦ୍ର—ଏମାନେ ଗଛ ଉପରେ ବା ଅନ୍ତରାଳରେ ଥିବା ଚଢ଼େଇ ଆଦିଙ୍କୁ ଲକ୍ଷ କରି ସେହିଠାରେ ବସି ରହି ଶିକାରୀଙ୍କୁ ଏଥିର ସଙ୍କେତ ଦିଅନ୍ତି।]