ସେଜାଇବା Sejāibā

  • ଦେ. କ୍ରି (ସଂ. ଶଯ୍ଯା; ସଜ୍ଜିତ) — ଶଯ୍ଯାକୁ ସଜ୍ଜିତ କରିବା — To arrange or prepare the bed for a person
  • ଦେ. କ୍ରି (ସଂ. ଶଯ୍ଯା; ସଜ୍ଜିତ) — ସଜ୍ଜିତ କରିବା — To arrange
  • ଦେ. କ୍ରି (ସଂ. ଶଯ୍ଯା; ସଜ୍ଜିତ) — ଶେଜାଇବା (ଦେଖ) — Ṡejāibā (See)