ସେଟଲ୍ମେଣ୍ଟୁ Seṭalmeṇṭu

  • ପ୍ରାଦେ (ଗଞ୍ଜାମ) ବୈଦେ. ବି—(ତେଲଗୁମାନଙ୍କର ଶବ୍ଦର ଶେଷ ଅକ୍ଷରର 'ଅ' ସ୍ଥାନରେ 'ଉ' ଉଚ୍ଚାରଣଜନିତ ଅଭ୍ୟାସର ଅନୁକରଣ; ଇଂ ସେଟଲ୍ମେଣ୍ଟ୍) — ସେଟଲ୍ମେଣ୍ଟ୍ (ଦେଖ) — Seṭalmeṇṭ (See)
  • ପ୍ରାଦେ (ଗଞ୍ଜାମ) ବୈଦେ. ବି—(ତେଲଗୁମାନଙ୍କର ଶବ୍ଦର ଶେଷ ଅକ୍ଷରର 'ଅ' ସ୍ଥାନରେ 'ଉ' ଉଚ୍ଚାରଣଜନିତ ଅଭ୍ୟାସର ଅନୁକରଣ; ଇଂ ସେଟଲ୍ମେଣ୍ଟ୍) — ପାଣ, ଦଣ୍ଡାସୀ ଆଦି ଅପରାଧୀ ଜାତିମାନଙ୍କୁ ରାତିରେ ଚୋରି କରିବାର ସୁବିଧା ନ ଦେବା ଉଦ୍ଦେଶ୍ୟରେ ଗଭର୍ଣ୍ଣମେଣ୍ଟ ସ୍ଥାନେ ସ୍ଥାନେ ସେମାନଙ୍କ ପାଇଁ ଯେଉଁ ଉପନିବେଶ ପ୍ରତିଷ୍ଠା କରିଅଛନ୍ତି — Settlement of the members of some criminal tribes, at certain places, started by the Government (With a view to keeping watch over their movements during the night)