ସେଟଲ୍ମେଣ୍ଟ୍ Seṭal-meṇṭ

  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — ଭୂରାଜସ୍ୱ ବନ୍ଦୋବସ୍ତ; ଭୂରାଜସ୍ୱ ସ୍ଥିରୀକରଣାର୍ଥ ଜମିଦାର ଓ ପ୍ରଜାଙ୍କ ଜମି ଜମା, ସମ୍ପର୍କ ଓ ବାଧ୍ୟବାଧକତା ଓ ସ୍ୱତ୍ୱ ଲିପିବଦ୍ଧ କରିବା ପାଇଁ ସରକାରଙ୍କ ଅବଲମ୍ବିତ ଅନୁସନ୍ଧାନ ପ୍ରଣାଳୀ — Revenue settlement operation undertaken by the Government for settlement of land revenue and preparation of record-rights
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — [ଦ୍ର—ଏହି ଶବ୍ଦ ସଙ୍ଗେ ଓଡ଼ିଆ ଭାଷାରେ ଅନେକଗୁଡ଼ିଏ ଇଂରାଜୀ ଓ ଫାରସୀ ଶବ୍ଦ ପ୍ରବେଶ କରିଅଛି ଓ ଇଂରାଜୀ ଭାଷାରେ ମଧ୍ୟ ଅନେକଗୁଡ଼ିଏ ପାରସୀ ଶବ୍ଦ ପ୍ରବେଶ କରିଅଛି
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଫା) ଦଶସାଲା ସେଟଲମେଣ୍ଟ — Decennial settlement
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଇଂ) ରିଭିଜନ୍ ସେଟଲ୍ ମେଣ୍ଟ୍ — Revisional settlement
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଇଂ) ରେକର୍ଡ଼ — Record
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଫା) ଖାନାପୁରୀ — Khanapuri
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଫା) ଖସଡ଼ା — Khasra
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଇଂ) ଆଟେଷ୍ଟେସନ୍ — Attestation
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଫା) ଯାଞ୍ଚ୍ — Janch
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଫା) ଅମୀନ — Amin
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଫା) ଇନ୍ସ୍ପେକ୍ଟର — Inspector
  • ବୈଦେ. ବି (ଇଂ. ସେଟ୍ଲ୍- ମେଣ୍ଟ୍) — (ଇଂ) ସୁପର୍ଭାଇଜର — Supervisor