ସୂତ୍ୟା Sūtyā

  • ସଂ. ବି (ସୂ ଧାତୁ+ ଭାବ ଯ+ଆ) — ଯଜ୍ଞାନ୍ତ ସ୍ନାନ (ଭରତ) — Bath taken after a vedic sacrifice
  • ସଂ. ବି (ସୂ ଧାତୁ+ ଭାବ ଯ+ଆ) — ସୋମରସ ପାନ (ଭରତ) — Drinking of the soma juice
  • ସଂ. ବି (ସୂ ଧାତୁ+ ଭାବ ଯ+ଆ) — ସୋମ— ରସ ବାହାର କରିବା କର୍ମ (ହି. ଶ.) — The extraction of the soma juice for vedic sacrifice