ସୂତ୍ର କର୍ମ Sūtra karma

  • ସଂ. ବି (ସୂତ୍ର+ କର୍ମନ୍; 1 ମା. 1 ବ) — ବଢ଼େଇ କାମ (ହି. ଶ.) — Carpentry
  • ସଂ. ବି (ସୂତ୍ର+ କର୍ମନ୍; 1 ମା. 1 ବ) — ରାଜକାମ (ହି. ଶ.) — Mason's work