ସୂତ୍ତୀ Sūttī
- ପ୍ରାଦେ (ବାଲେଶ୍ୱର) ବି — ବନସିରେ ମାଛ ଧରିବା ପାଇଁ ବ୍ଯବହୃତ ଖୁବ୍ ମୋଟା ଏବଂ ଶକ୍ତ ସୂତାର ତିଆରି ଲମ୍ବା ଡୋର — A thick angling string
- ପ୍ରାଦେ (ବାଲେଶ୍ୱର) ବି — [ଦ୍ର—ଏଥିରେ ଖଣ୍ଡିଏ ବଡ଼ ଶୋଲ ବାନ୍ଧି ବନସି କଣ୍ଟାରେ ଜୀଅନ୍ତା ମାଛ କିମ୍ବା ସେହିପରି ଅନ୍ଯ କୌଣସି ଥୋପ ଗୁନ୍ଥି ମାଛ ଧରିବା ଲାଗି ପାଣି ଭିତରକୁ ପକାଇ ଦିଆଯାଏ। ଏହାକୁ ବନସିଖଡ଼ାରେ ବାନ୍ଧିବା ଦରକାର ହୁଏ ନାହିଁ।]