ସୂତ୍ର କଣ୍ଠ Sūtra kaṇṭha

  • ସଂ. ବି. ପୁଂ (ବହୁବ୍ରୀହି; ସୂତ୍ର ଅଛି କଣ୍ଠରେ ଯାହାର) — ବିପ୍ର; ବ୍ରାହ୍ମଣ (ମେଦିନୀ) — A Brāhmaṇa
  • ସଂ. ବି. ପୁଂ (ବହୁବ୍ରୀହି; ସୂତ୍ର ଅଛି କଣ୍ଠରେ ଯାହାର) — ଖଞ୍ଜରୀଟ; ଖଞ୍ଜନ ପକ୍ଷୀ (ମେଦିନୀ) — The wagtail bird
  • ସଂ. ବି. ପୁଂ (ବହୁବ୍ରୀହି; ସୂତ୍ର ଅଛି କଣ୍ଠରେ ଯାହାର) — କପୋତ (ମେଦିନୀ) — Dove