ସୂତ୍ର କାର Sūtra kāra

  • ସଂ. ବି — ସତ୍ରର ପ୍ରଣୟନକର୍ତ୍ତା; ସୂତ୍ରରଚୟିତା — The author of aphorisms or rules of a treartise
  • ସଂ. ବି — ବଢ଼େଇ (ହି. ଶ.) — Carpenter
  • ସଂ. ବି — ତନ୍ତୀ (ହି. ଶ) — Weaver
  • ସଂ. ବି — ବୁଢ଼ିଆଣୀ (ହି. ଶ.) — Spider