ସୂତକ Sūtaka
- ସଂ. ବି (ସୂତ+କ) — ଜନ୍ମ (ମେଦିନୀ) — Birth
- ସଂ. ବି (ସୂତ+କ) — ଜନନାଶୌଚ; ଛୁତିକିଆ — Impurity which affects the kinsmen of new-born baby
- ସଂ. ବି (ସୂତ+କ) — ପାରଦ (ମେଦିନୀ) — Mercury; quick silver
- ସଂ. ବି (ସୂତ+କ) — ମରଣା ଶୌଚ (ହି. ଶ) — Impurity affecting the kinsmen of a deceased
- ସଂ. ବି (ସୂତ+କ) — ସୂର୍ଯ୍ୟର ବା ଚନ୍ଦ୍ରର ଗ୍ରହଣ — Solar or lunar eclipse