ସୂତ Sūta

  • ସଂ. ବିଣ (ସୂ ଧାତୁ=ଉତ୍ପନ୍ନ ହେବା+କର୍ତ୍ତୃ. ତ) — ପ୍ରସୂତ; ଉତ୍ପାଦିତ (ମେଦିନୀ) — Produced; brought forth
  • ସଂ. ବିଣ (ସୂ ଧାତୁ=ଉତ୍ପନ୍ନ ହେବା+କର୍ତ୍ତୃ. ତ) — ପ୍ରେରିତ (ମେଦିନୀ) — Sent forth
  • ବି — ସାରଥି (ମେଦିନୀ) — Charioteer
  • ବି — ସୂର୍ଯ୍ୟ — The sun
  • ବି — ପାରଦ (ଅମର) — Mercury
  • ବି — ସ୍ତୁତି— ପାଠକ; ବନ୍ଦୀ; ମାଗଧ; ଭାଟ (ମେଦିନୀ) — A herald; panegyrist
  • ବି — ସଙ୍କର ଜାତିବିଶେଷ; ବ୍ରାହ୍ମୀଣୀ ଗର୍ଭରୁ କ୍ଷତ୍ରିୟ ଔରସଜାତ ସନ୍ତାନ (ମେଦିନୀ) — A caste begotten by a Kshatriya on a Brāhmaṇa girl
  • ବି — [ଦ୍ର—ଏ ଜାତିର ଜୀବିକା ସାରଥିପଣ।]
  • ବି — [ଉ—ବ୍ରାହ୍ମଣ ସ୍ତିରୀଠାରେ କ୍ଷତ୍ରି କଲେ ସୁତ। ବୋଲାଏଟି ତା ନାମ ଜଗତରେ ସୂତ—କୃଷ୍ଣସିଂହ, ମହାଭାରତ, ଅନୁଶାସନ।]
  • ବି — ରଥକାର ବା ସୂତ୍ରଧର — Carpenter of car-marker
  • ବି — (ନାମ) ନୈମିଷାରଣ୍ୟବାସୀ ପୁରାଣବକ୍ତା ଜନୈକ ମୁନି (ଏ ବିଶ୍ୱା— ମିତ୍ରଙ୍କ ପୁତ୍ର ଥିଲେ—ହି. ଶ.) — Name of a sage who propounded the Purāṇas. to the sages
  • ବି — ପୁରାଣବକ୍ତା; ପୌରାଣିକ (ହି. ଶ.) — The reciter of mythologies