ସୂତ ପୁତ୍ରକ Suta putraka

  • ସଂ. ବି — (ସୂତ=ସୂର୍ଯ୍ୟଙ୍କ ତନୟ କିମ୍ବା ଅଧିରଥ ନାମକ ସୂତଦ୍ୱାରା ପାଳିତ ତନୟ) ସୂର୍ଯ୍ୟଙ୍କ ଔରସଜାତ କୁନ୍ତୀଙ୍କ କାନୀନ ପୁତ୍ର କର୍ଣ୍ଣ — The famous warrior Karṇṇa
  • ସଂ. ବି — କୀଚକ (ହି. ଶ) — Kīchaka