ସୂତକୀ Sūtakī
- ସଂ. ବିଣ. ପୁଂ (ସୂତକ+ଇନ୍; 1 ମା. 1 ବ) — ଜନନା- ଶୌଚ ଯୋଗୁ ଅଶୁଚି (ବ୍ଯକ୍ତି ବା ପରିବାର) — (a person or family) Affected by impurity due to a birth in the family
- ସଂ. ବିଣ. ପୁଂ (ସୂତକ+ଇନ୍; 1 ମା. 1 ବ) — ମରଣାଶୌଚ ଯୋଗୁଁ ଅଶୁଚି (ବ୍ଯକ୍ତି ବା ପରିବାର) [ହି. ଶ.] — (a person or family) Affected by impurity due to a death in the family