ସୂତକାଶୌଚ Sūtakāṡa̲u̲cha

  • ସଂ. ବି (ମ. ପ. ଲୋ; ସୂତକ ହେତୁ ଅଶୌଚ) — ଜନନାଶୈଚ; ସନ୍ତାନ ଜନ୍ମ ହେତୁ ଅଶୌଚ — Impurity which affects the kinsmen of a new-born baby
  • ସଂ. ବି (ମ. ପ. ଲୋ; ସୂତକ ହେତୁ ଅଶୌଚ) — [ଦ୍ର—କନ୍ଯା ବା ପୁତ୍ର ଜନ୍ମିଲେ ସପିଣ୍ଡମାନଙ୍କର ସମ୍ପୂର୍ଣ୍ଣ ଅଶୈଚ ହୁଏ। ପୁତ୍ର ଓ କନ୍ଯା ଜନ୍ମିଲେ ଦ୍ୱିଜାତିମାନଙ୍କର 10 ଦିନ ଓ ଶୂଦ୍ରମାନ— ଙ୍କର 1 ମାସ ଅଶୌଚ ହୁଏ।] — [ଦ୍ର—କନ୍ଯା ବା ପୁତ୍ର ଜନ୍ମିଲେ ସପିଣ୍ଡମାନଙ୍କର ସମ୍ପୂର୍ଣ୍ଣ ଅଶୈଚ ହୁଏ ପୁତ୍ର ଓ କନ୍ଯା ଜନ୍ମିଲେ ଦ୍ୱିଜାତିମାନଙ୍କର10ଦିନ ଓ ଶୂଦ୍ରମାନ— ଙ୍କର1ମାସ ଅଶୌଚ ହୁଏ]