ସୁମୁଖୀ Sumukhi

  • ସଂ. ବି. ସ୍ତ୍ରୀ — ସୁମୁଖା; ସୁନ୍ଦରୀ ସ୍ତ୍ରୀ — A beautiful woman
  • ସଂ. ବି. ସ୍ତ୍ରୀ — ଏକାଦଶାକ୍ଷର ଛନ୍ଦୋବିଶେଷ — A Sanscrit metre of 11 syllables
  • ସଂ. ବି. ସ୍ତ୍ରୀ — [ଦ୍ର—ଏଥିର ପ୍ରଥମ, ଅଷ୍ଟମ ଓ ଏକାଦଶ ବର୍ଣ୍ଣ ଲଘୁ, ଅନ୍ଯ ବର୍ଣ୍ଣମାନ ଗୁରୁ—ହି. ଶ]
  • ସଂ. ବି. ସ୍ତ୍ରୀ — ସଙ୍ଗୀତରେ ଏକ ପ୍ରକାର ମୂର୍ଚ୍ଛନା (ହି. ଶ) — A kind of modulation in music
  • ସଂ. ବି. ସ୍ତ୍ରୀ — (ନାମ) ଅପ୍ସରୋ— ବିଶେଷ (ହି. ଶ) — Name of an Apsarā
  • ସଂ. ବି. ସ୍ତ୍ରୀ — ନୀଳ ଅପରାଜିତା (ହି. ଶ) — The blue-flowered Clitoris creeper
  • ସଂ. ବି. ସ୍ତ୍ରୀ — ଶଙ୍ଖପୁଷ୍ପୀ (ହି. ଶ) — Ṡaṅkhapushpi (See)
  • ବିଣ — ସୁମୁଖା (ଦେଖ) — Sumukhā (See)