ସୁମୁର୍ତି Sumurti
- ଗ୍ରା. ବି (ସଂ. ସ୍ମୃତି) — ସ୍ମୃତିଶାସ୍ତ୍ର; ହିନ୍ଦୁଶାସ୍ତ୍ର — Hindu code of law
- ଗ୍ରା. ବି (ସଂ. ସ୍ମୃତି) — (ଉ—ବିନୟୀ ଦାସୀ ପ୍ରକାରେ ଶାରଦା ଯାର, ବଣା କେଉଁ ବିଦ୍ଯା ଆଦି ସୁମୁର୍ତି ସାର। ଭଞ୍ଜ, ବୈଦେହୀଶବିଳାସ।)
- ଗ୍ରା. ବି (ସଂ. ସ୍ମୃତି) — ଧର୍ମଶାସ୍ତ୍ର — Scripture
- ଗ୍ରା. ବି (ସଂ. ସ୍ମୃତି) — ସଂସ୍କୃତ ଶ୍ଲୋକ — Sanscrit sloka
- ଗ୍ରା. ବି (ସଂ. ସ୍ମୃତି) — [ଦ୍ର—ଏହି ଶବ୍ଦ ସଙ୍ଗେ ସହଚରରୂପେ ପୁରାଣ, ଶାସ୍ତ୍ର (ଶାସ୍ର, ଶାହାସ୍ର), ଶ୍ଲୋକ (ଶୋଳକ) ଆଦି ଶବ୍ଦମାନ ବ୍ଯବହୃତ ହୁଏ।]
- ଗ୍ରା. ବି (ସଂ. ସ୍ମୃତି) — (ସଂ. ସୁମୁର୍ତ୍ତି) ସୁନ୍ଦରରୂପ — Beautiful appearance
- ବିଣ — ସୁମୁର୍ତ୍ତି; ସୁନ୍ଦର ରୂପବିଶିଷ୍ଟ — Of a good shape