ସୁମିତ୍ରଭୂ Sumitrabhū

  • ସଂ. ବି (ନାମ) — ସଗର ନାମକ ଜିନମାନଙ୍କ ଜନୈକ ଚକ୍ରବର୍ତ୍ତୀ — Name of a Ja̲i̱na Emperor
  • ସଂ. ବି (ନାମ) — ବର୍ତ୍ତମାନ ଅବସର୍ପିଣୀର ବିଂଶ ଅର୍ହତ୍ (ହି. ଶ) — Name of the 0th Ja̲i̱na saint of the present era