ସୁବିଦ Subida

  • ସଂ. ବି. ପୁଂ (ସୁ+ବିଦ୍. ଧାତୁ+କର୍ତ୍ତୃ. ଅ) — ପଣ୍ଡିତ (ରାୟ ମୁକୁଟ) — A learned man
  • ସଂ. ବି. ପୁଂ (ସୁ+ବିଦ୍. ଧାତୁ+କର୍ତ୍ତୃ. ଅ) — କଞ୍ଚୁକୀ; ଅନ୍ତଃପୁର ରକ୍ଷକ — The keeper of a seraglio
  • ସଂ. ବି. ପୁଂ (ସୁ+ବିଦ୍. ଧାତୁ+କର୍ତ୍ତୃ. ଅ) — ତିଳକ ପୁଷ୍ପବୃକ୍ଷ (ହି. ଶ) — A kind of flowering tree