ସୁବିଦତ୍ର Subidatra

  • ସଂ. ବି (ସୁ+ବିଦ୍. ଧାତୁ+କର୍ତ୍ତୃ. ଅତ୍ର) — କୁଟୁମ୍ବ — Kinsman; kindred
  • ସଂ. ବି (ସୁ+ବିଦ୍. ଧାତୁ+କର୍ତ୍ତୃ. ଅତ୍ର) — (+ଭାବ. ଅତ୍ର) ଜ୍ଞାନ (ହି. ଶ) — Knowledge
  • ସଂ. ବି (ସୁ+ବିଦ୍. ଧାତୁ+କର୍ତ୍ତୃ. ଅତ୍ର) — କୃପା; ଦୟା (ହି. ଶ) — Kindness; mercy
  • ସଂ. ବି (ସୁ+ବିଦ୍. ଧାତୁ+କର୍ତ୍ତୃ. ଅତ୍ର) — (+ କର୍ମ ଅତ୍ର ଧନ; ସମ୍ପତ୍ତି (ହି. ଶ) — Riches
  • ସଂ. ବିଣ — ଅତ୍ୟନ୍ତ ସାବଧାନ (ହି. ଶ) — Very careful
  • ସଂ. ବିଣ — ସହୃଦୟ (ହି. ଶ) — Magnanimous; large-hearted
  • ସଂ. ବିଣ — ଉଦାର (ହି. ଶ) — Liberal-minded
  • ସଂ. ବିଣ — ଦୟାଳୁ (ହି. ଶ) — Kind