ସୁବିଡ୍ୟା Subidyā

  • ସଂ. ବି — ଉତ୍ତମ ବିଦ୍ଯା; ହିତକର ବିଦ୍ଯା — Good or high learning
  • ସଂ. ବିଣ. ସ୍ତ୍ରୀ — ସୁବିଦ୍ୟର ସ୍ତ୍ରୀଲିଙ୍ଗ — Feminine of Subidhya