ସୁବିଦଲ୍ଲ Subidalla

  • ସଂ. ବି (ସୁ+ବିଦ୍. ଧାତୁ+ଅଲ୍ଲ, କିମ୍ବା ସୁବିଦତ୍+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଅନ୍ତଃପୁର (ରାୟମୁକୁଟ) — Harem; female apartment
  • ସଂ. ବି (ସୁ+ବିଦ୍. ଧାତୁ+ଅଲ୍ଲ, କିମ୍ବା ସୁବିଦତ୍+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — କଞ୍ଚୁକୀ — A male servant who is in charge of a harem