ସୁବିତ୍ତ Subitta

  • ସଂ. ବି — ଉତ୍ତମ ମାର୍ଗରେ ଅର୍ଜିତ ବା ପ୍ରାପ୍ତଧନ — Honestly acquired wealth
  • ସଂ. ବିଣ. ପୁଂ — ଖୁବ୍ ଧନୀ (ହି. ଶ) — Very rich