ସୁଇ Sui
- ପ୍ରାଦେ. ବି — (ବାଲେଶ୍ୱର ପ୍ରାନ୍ତ ଓ ସମ୍ବଲପୁର) ଛୁଞ୍ଚି— 1. Needle.
- ପ୍ରାଦେ. ବି — (ବାଲେଶ୍ୱର ପ୍ରାନ୍ତ) କୁମ୍ଭାର — Potter
- ପ୍ରାଦେ. ବି — (ଉ—ସୁଇ ସୁମାର, ସବୁଠଉଁ ଠକ କଢ଼େଇ କମାର—ପ୍ରବଚନ।)
- ପ୍ରାଦେ. ବି — (ବାମଣ୍ଡା) ପକ୍ଷି ବିଶେଷ — The name of a bird
- ପ୍ରାଦେ. ବି — (ବଲା— ଙ୍ଗିର ପାଟଣା) ସୁଉକି (ମୁଦ୍ରା) — A four-anna bit
- ପ୍ରାଦେ. ବି — (ଉ—ସୁଇ ସୁଧ=ସୁକି ସୁଧ।)