ସୁଇଜର୍ ଲାଣ୍ଡ୍ Suijar lāṇḍ

  • ଦେ. ବି. (ନାମ) (ଇଂ. ସ୍ୱିଜର୍ ଲାଣ୍ଡ୍) — ଆଲ୍ପସ୍ ପର୍ବତର ଉତ୍ତରରେ ଥିବା ୟୁରୋପର ପାର୍ବତ୍ୟ ରାଜ୍ୟବିଶେଷ ଓ ୟୁରୋପର କ୍ଷୁଦ୍ର ତମ ରାଜ୍ୟ — Switzerland
  • ଦେ. ବି. (ନାମ) (ଇଂ. ସ୍ୱିଜର୍ ଲାଣ୍ଡ୍) — [ଦ୍ର—ଏହି ରଜ୍ୟର 'ଜେନେଭା' ନଗର ୱାଚ୍ ଓ ଘଣ୍ଟା ତିଆରି ନିମିତ୍ତ ପୃଥିବୀରେ ପ୍ରସିଦ୍ଧ। ଏହି ରାଜ୍ୟ ଜର୍ମାନୀର ଦକ୍ଷିଣ ଓ ଇତାଲୀର ଉତ୍ତରରେ ଅବସ୍ଥିତ। ଏଥିର ପଶ୍ଚିମରେ ଫ୍ରାନ୍ସ ଓ ପୂର୍ବରେ ଅଷ୍ଟ୍ରିୟା। ବର୍ଣ୍ଣ — (Berne)ଏହାର ରାଜଧାନୀ ଏ ଦେଶବାସୀଙ୍କୁ ସୁଇସ୍(Swiss)ବୋଲାଯାଏ ଏଥିରେ ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠିତ ଏହାର ମନୋହର ଆଲ୍ପସ୍ ପର୍ବତର ଓ ହ୍ରଦମାନଙ୍କ ଦୃଶ୍ୟ ଦେଖିବା ଲାଗି ବହୁ ସଂଖ୍ୟକ ଯାତ୍ରୀ ପ୍ରତିବର୍ଷ ଏଠାକୁ ଆସନ୍ତି]