ସୁଆଁଶିଆ Suāñṡiā

  • ଦେ. ବି. ପୁଂ — ମୂଲିଆ — A day labourer; a labourer engaged to help masons
  • ଦେ. ବି. ପୁଂ — [ଦ୍ର—ଏମାନେ ଜମି ଖୋଳିବା ସମତୁଲ କରିବା, ଘର ଛୁଆଣି କରିବା ଓ ଘର ତିଆରି କରିବାରେ ନିଯୁକ୍ତ ହୁଅନ୍ତି ଏବଂ ରାଜମିସ୍ତ୍ରୀଙ୍କ ସାହାଯ୍ୟ କରନ୍ତି।]