ସୁଇଚ୍ କରିବା Suich karibā

  • ଦେ. କ୍ରି. (ଇଂ. ସ୍ୱିଚ୍) — ବୈଦ୍ୟୁତିକ ଆଲୁଅ ବା ଅନ୍ଯ ଯନ୍ତ୍ରକୁ ଚଳାଇବା ବା ବନ୍ଦ କରିବା ପାଇଁ ନିୟାମକ ଚାବିରେ ହାତ ମାରିବା — To switch the key of any electric light, fan etc