ସୁଆଁଶ କରିବା Suāñṡa karibā

  • ଦେ. କ୍ରି. (ସଂ. ସଂବେଶ) — ଜମିକୁ ସମତଳ କରିବା — To level the ground
  • ଦେ. କ୍ରି. (ସଂ. ସଂବେଶ) — ମାଟି କାନ୍ଥକୁ କାଟି ସଳଖ କରିବା — To straighten a mud wall by cutting it