ସୁଆଙ୍ଗ Suāṅga

  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — ଅଭିନୟରେ ଓ ଯାତ୍ରାଦିରେ କୌଣସି ବ୍ଯକ୍ତିର ବେଶ ଆଦି ପିନ୍ଧି କରାଯିବା ଅଭିନୟ ଓ ନାଟ; ଦୃଶ୍ୟକାବ୍ୟାଦିର ଇତର ଜନାପ୍ରିୟ ଅଭିନୟ — Assuming the dress of any character in a play or dance; popular force
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — ନାଟକୀୟ ବ୍ଯକ୍ତିଙ୍କରୂପ ଧାରଣ କରି ନୃତ୍ୟାଦି କରିବା ଅଭିନେତା — A mime
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — [ଉ —ଜଣେ ଜଣେ ଗୋଟିଏ ଗୋଟିଏ ସୁଆଙ୍ଗ—ରାଧାନାଥ, ଦରବାର।]
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — ପ୍ରହସନ — Farce
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — ବିଭିନ୍ନ ବେଶଧାରୀ ଅଭିନେତାମାନଙ୍କର ଯାତ୍ରା — Pantomime
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — କୌଣସି ବ୍ଯକ୍ତିର ବେଶ ଧରି କରାଯିବା ଅଭିନୟ — Theatrical acting of a person
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — ଥଟ୍ଟା ତାମସା; ରଙ୍ଗରହସ୍ୟ; ଛଇ — Wit; joking; sport
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — (ଲକ୍ଷଣାର୍ଥ) ଆଡ଼ମ୍ବରଯୁକ୍ତ କାର୍ଯ୍ୟ; ଘନଘଟା; ଆରମ୍ଭ — Ado; grand display
  • ଦେ. ବି. (ସଂ. ଶୋଭାଙ୍ଗ=ଶୋଭାଯାତ୍ରାର ପ୍ରଧାନ ଅଙ୍ଗ କିମ୍ବା ସଂ. ସଂହ, ସଂଘ, ସଙ୍ଗ, ସ୍ୱାଙ୍ଗ) — [ଦ୍ର—ଯେଉଁ ଅଭିନୟରେ ସୁଆଙ୍ଗ ଆଦି ବାହାରେ, ତାକୁ ଓଡ଼ିଶାର 'ଯାତ୍ରା' ବା 'ଲୀଳା' ବୋଲାଯାଏ, ଯଥା—କୃଷ୍ଣଲୀଳା; ଭରତଲୀଳା, ରାମଲୀଳା।]