ସୁଆଙ୍ଗିଆ Suāṅgiā

  • ଦେ. ବିଣ. ପୁଂ — ସୁଅଙ୍ଗପ୍ରିୟ — Fond of pantomime
  • ଦେ. ବିଣ. ପୁଂ — ବହ୍ୱାରମ୍ଭ ପ୍ରିୟ — Fond of ado or display
  • ଦେ. ବିଣ. ପୁଂ — ଛାଇଳ; ରଙ୍ଗ ରହସ୍ୟପ୍ରିୟ — Sportive; witty; humorous