ସୁଆଙ୍ଗ କାଢ଼ିବା Suāṅga kāṟḍ̠ẖibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଚରିତ ଅଭିନୟ କରିବା ପାଇଁ ସେହି ବ୍ଯକ୍ତିର ବେଶ ଧାରଣ କରିବା — To assume the garb or mask of any character in a pantomime
  • ଦେ. କ୍ରି — ସୁଆଙ୍ଗ ସମ୍ବଳିତ ଯାତ୍ରା କରିବା — To act a pantomime
  • ଦେ. କ୍ରି — (ଲକ୍ଷ୍ୟ— ଣାର୍ଥ) ବହ୍ୱାରମ୍ଭ ବା ଆଡ଼ମ୍ବର କରିବା — To make much ado about nothing
  • ଦେ. କ୍ରି — (ଲକ୍ଷଣାର୍ଥ) ଗୋଟାଏ ନୂଆ କିମ୍ବା ଲୋକାକର୍ଷକ କର୍ମ କରିବା — To do some thing new, so as to attract people