ସୁଆଗୀ Suāgī

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ସୁହାଗୀ (ଦେଖ) — Suhāgī (See)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — [ଉ—କୃଷ୍ଣର ନଖ କ୍ଷତ ଲାଗି। ନ ପୁଣ ହୋଇଛି ସୁଆଗୀ—ଜଗନ୍ନାଥ, ଭାଗବତ।]