ସୁଆଁଶ Suāñṡa

  • ଦେ. ବି. (ସଂ. ସମ, ସଂବେଶ) — ଭୂମିକୁ ସମତଳ କରିବା କାର୍ଯ୍ୟ — The act of levelling the ground
  • ଦେ. ବି. (ସଂ. ସମ, ସଂବେଶ) — ଜମିକୁ ସମତଳ କରିବା ଓ ଘର, କୋଠା ଆଦି ତୋଳିବା କାର୍ଯ୍ୟ; ରାଜମିସ୍ତ୍ରୀ କାମ — Act of a digger or a mason
  • ଦେ. ବିଣ — ସମତଳ କରା ଯାଇଥିବା (ଜମି) — Levelled (ground)