ସୁଆଳି ଲତା Suāḻi latā

  • ଦେ. ବି. (ସଂ. ସୁବହା) — ଔଷଧରେ ବ୍ଯବହୃତ ଲତା— ବିଶେଷ; ଗୋଧାପଦୀ — A kind of creeper used in medicine
  • ଦେ. ବି. (ସଂ. ସୁବହା) — [ଦ୍ର—ଏହାର ସଂସ୍କୃତ ନାମ 'ଗୋଧାପଦୀ', 'ସୁବହା'—କବିରାଜ ହରେକୃଷ୍ଣ ମିଶ୍ର, ଦ୍ରବ୍ଯଗୁଣ।]