ସୁଆଳିବା, ସୁଆଁଳିବା Suā(āñ)libā
- ଦେ. କ୍ରି. (ସଂ. ସ୍ତୋମ=ଗଦା) — ତୂଳାକୁ ପିଞ୍ଜିବା ବା ଭିଣିବା ପୂର୍ବରୁ ଆଙ୍ଗୁଠିଦ୍ୱାରା ତହିଁର ତନ୍ତୁମାନଙ୍କୁ ପୃଥକ୍ ପୃଥକ୍ କରିବା — To card coarse cotton with the fingers
- ଦେ. କ୍ରି. (ସଂ. ସ୍ତୋମ=ଗଦା) — [ଦ୍ର—ଏପରି କଲେ ତୂଳାରୁ ମଇଳା ଓ ଖଦଡ଼ାଅଂଶଯାକ ବାହାରି ଯାଏ ଓ ତାହା ଭିଣିବାକୁ ସହଜ ହୁଏ।]
- ଦେ. କ୍ରି. (ସଂ. ସ୍ତୋମ=ଗଦା) — ମୁଣ୍ଡର ବାଳକୁ ଆଙ୍ଗୁଠିଦ୍ୱାରା କେରା କେରା କରି ଚିରିବା — To separate the hair of the head into sheaves with the fingers