ସିତ Sita
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଶୁକ୍ଲବର୍ଣ୍ଣ (ଅମର) — White colour
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ରୌପ୍ୟ (ରାଜ ନିର୍ଘଣ୍ଟ) — Silver
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ମୂଳକ; ମୂଳା (ରାଜ ନିର୍ଘଣ୍ଟ) — Radish
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଚନ୍ଦନ (ରତ୍ନମାଳା) — Sandal
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ (ଶବ୍ଦ ରତ୍ନାବଳୀ) — The sage 'Sukra'; the preceptor of the demons
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଶର; ବାଣ (ଧ୍ୱନି ମଞ୍ଜରୀ) — Dart; arrow
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଶ୍ୱିତ୍ର; ଶୁକ୍ଲକୁଷ୍ଠ (ତ୍ରିକାଣ୍ଡ ଶେଷ) — Vitiligo; leucoderma; albino
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଶୁକ୍ର ଗ୍ରହ (ହି. ଶ) — The plant Venus
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଶୁକ୍ଲପକ୍ଷ (ହି. ଶ) — The bright fortnight of a lunar month
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଚିନି (ହି. ଶ) — White sugar
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ଧଳା କଞ୍ଚନ ଗଛ (ହି. ଶ) — The white flowered Kan̄chana tree
- ସଂ. ବି. (ସୋ ଧାତୁ=ନାଶ କରିବା, କିମ୍ବା ସି ଧାତୁ=ବନ୍ଧନ କରିବା+କର୍ତ୍ତୃ. ତ) — ସ୍କନ୍ଦଙ୍କ ଅନୁଚର ବିଶେଷ (ହି. ଶ) — Name of one of the attendants of Skanda